Privacy Policy (ଗୋପନୀୟତା ନୀତି)

 ସଂକ୍ଷିପ୍ତ ରେ: 

ଆମ୍ଭେ, ଆପଣଙ୍କର କୌଣସି ବି ଗୋପନୀୟ ତଥ୍ୟ ତଥା ସର୍ବସାଧାରଣ ତଥ୍ୟ ନେଉନା। ଦେଇଥିବା କମେଣ୍ଟ ସହ ନାମ, ଇ ମେଲ୍ ଆଦି କୁ ବିଲୋପ କରିବା ପାଇଁ  [email protected] ରେ ଏକ ମେଲ୍ କରନ୍ତୁ।

 

ବର୍ଣ୍ଣନା :

କମେଣ୍ଟ: ଆପଣ କମେଣ୍ଟ୍ ବା ପ୍ରତ୍ୟୁତର ଦେବାବେଳେ ଆପଣଙ୍କ ନାମ ଓ କମେଣ୍ଟ ଅନ୍ୟଙ୍କୁ ଦେଖେଇବାକୁ ଚାହୁଁଥିଲେ ଉଲ୍ଲେଖ କରିବା ହେବେ। ସୁବିଧା ତଥା ବ୍ୟବହାର ରେ ସରଳତା ହେତୁ ନାମ ଆଦି କୁ କିଛି ଦିନ ପାଇଁ କୁକିଜ୍ ରେ ରଖା ଯାଇଥାଏ।

କୁକିଜ୍: ନାମ, ଇ ମେଲ୍, ଆଦି କୁ ଆପଣଙ୍କ ଫୋନ ର କୁକିଜ୍ ରେ ରଖା ଯିବ ଯଦି ଆପଣ କମେଣ୍ଟ କରିବେ, ଯାହାର ବୈଧତା ଏକ ବର୍ଷ ଅଥବା ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଆପଣ ବ୍ରାଉଜର କୁ ଅନ୍ଇନଷ୍ଟଲ ବା କ୍ଲିଅର୍ କରିନାହାନ୍ତି।

ଅଧିକାର: ଯଦି ଆପଣ କୌଣସି କାରଣରୁ ଆପଣଙ୍କ କମେଣ୍ଟ କୁ ଡିଲେଟ କରିବାକୁ ଚାହୁଁଛନ୍ତି ତେବେ ଚିନ୍ତା ନକରି ଆମ ଇମେଲ କୁ ଏକ ମେଲ କରି ଜଣାନ୍ତୁ। ନିଶ୍ଚିତ ରୁହନ୍ତୁ ଯେ ଆପଣଙ୍କ ସୁରକ୍ଷା ଆମ ସୁରକ୍ଷା।